34.1 C
Bhubaneswar
Thursday, April 25, 2024
Homeଓଡିଶାଆଜିଠାରୁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ ଟେଷ୍ଟ

ଆଜିଠାରୁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ କରୋନାର ସ୍ଥିତି ବଢି ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ବ୍ୟାପକ ବ୍ୟବସ୍ଥା ନିଆଯାଇଥିବା କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲାଷ୍ମୀଧର ସାହୁ ପ୍ରକାଶ କରିଛନ୍ତି ।
ଆଜିଠାରୁ କ୍ୟାପିଟାଲ ହସ୍ପିଟାଲରେ କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ସ୍ୱତନ୍ତ୍ର ଭାବେ କୋଭିଡ ଟେଷ୍ଟ କରାଯାଉଛି । ଏଥିପାଇଁ ଡ଼ାକ୍ତର ଓ ରୋଗୀଙ୍କର ଆଣ୍ଟିଜେନ ଟେଷ୍ଟ ସହ ମେଡ଼ିସିନ ମଧ୍ୟ ଦିଆଯାଉଛି । ଦ୍ରୁତ ଗତିରେ କୋଭିଡ଼ ତଥା ଓମିକ୍ରନ ମାଡି ଚାଲୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

ବର୍ତ୍ତମାନ ସଂକ୍ରମଣ ସଂଖ୍ୟା ମାଡି ଚାଲୁଛି । ଯଦି ଆମେ ଗାଇଡଲାଇନ ମାନି ନ ଚଳିବା ଏହା ଭୟବହତା ସୃଷ୍ଟି କରିବ । ଏବେ ଗୋଷ୍ଠି ସଂକ୍ରମଣ ଆଡକୁ ମାଡି ଚାଲୁଛି । ଅତି ଦରକାର ନ ପଡିଲେ ବାହାରକୁ ନ ବାହାରିବା ପାଇଁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking