ରଥଯାତ୍ରା ପାଇଁ ପରିବହନ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା, ପୁରୀକୁ ଚାଲିବ ପ୍ରାୟ ୨ ହଜାର ବସ୍

କଟକ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବିଶେଷ ବ୍ୟବସ୍ଥା କରିଛି ରାଜ୍ୟ ପରିବହନ ବିଭାଗ । ଯେହେତୁ ମଙ୍ଗଳବାରଠାରୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ, ତେଣୁ ଯାତ୍ରୀ ପରିବହନକୁ ସୁଗମ କରାଇବା ଲାଗି ପ୍ରାୟ ୨ ହଜାର ଯାତ୍ରୀବାହୀ ବସ୍କୁ ସ୍ବତନ୍ତ୍ର ପରମିଟ୍ ପ୍ରଦାନ କରାଯାଇଛି । ବସଯାତ୍ରୀ ମାନଙ୍କଠାରୁ ଅଧିକ ଭଡା ଆଦାୟ କରାଯାଇପାରିବ ନାହିଁ । କୌଣସି ବସ୍ରେ ଯେପରି ଭିଡ ନହେବ ଏବଂ ପ୍ରତ୍ୟେକ ଯାତ୍ରୀଙ୍କ ଲାଗି ପିଇବା ପାଣିର … Continue reading ରଥଯାତ୍ରା ପାଇଁ ପରିବହନ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା, ପୁରୀକୁ ଚାଲିବ ପ୍ରାୟ ୨ ହଜାର ବସ୍