34.1 C
Bhubaneswar
Friday, March 29, 2024
Homeକରୋନାବାଚସ୍ପତି ଅସଦ୍ କ୍ୱାସିରଙ୍କୁ କରୋନା

ବାଚସ୍ପତି ଅସଦ୍ କ୍ୱାସିରଙ୍କୁ କରୋନା

ଇସଲାମାବାଦ : ପାକିସ୍ତାନର ନ୍ୟାସନାଲ ଆସେମ୍ବଲିର ବାଚସ୍ପତି ଅସଦ୍ କ୍ୱାସିରଙ୍କୁ କରୋନା ଭାଇରସରେ ସଂକ୍ରମଣ ହୋଇଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଏହା ଜଣାପଡ଼ିଛି । କ୍ୱାସିରଙ୍କ ସମତେ ତାଙ୍କର ପୁଅ ଓ ଝିଅ ମଧ୍ୟ କରୋନା ଭାଇରସ ଭୂତାଣୁରେ ଆକ୍ରାନ୍ତ ଅଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ, ବାଚସ୍ପତି କ୍ୱାସିର ଗତ ଏପ୍ରିଲ ୧୪ରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିଥିଲେ । କରୋନା ସଂକ୍ରମିତ ତାଲିକାରେ ପାକିସ୍ତାନ ୨୪ ନମ୍ବରରେ ଅଛି । ଦେଶରେ ୧୬ ହଜାର ୮୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ୩୮୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ହଜାର ୩୧୫ ଜଣ ସୁସ୍ଥ ହୋଇଛନ୍ତି । ଏବେ ୧୨ ହଜାର ୧୧୭ ଜଣ ସକ୍ରିୟ ରୋଗୀ ଅଛନ୍ତି ।
https://onakhabar.com/2020/05/01/covid-19-death-1147-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking