32.1 C
Bhubaneswar
Thursday, March 28, 2024
Homeଓଡିଶାବିରୋଧୀଙ୍କ ମୁଲତବୀ ନୋଟିସକୁ ଗ୍ରହଣ କଲେ ବାଚସ୍ପତି

ବିରୋଧୀଙ୍କ ମୁଲତବୀ ନୋଟିସକୁ ଗ୍ରହଣ କଲେ ବାଚସ୍ପତି

ଭୁବନେଶ୍ୱର : ଜଙ୍ଗଲ ନିଆଁକୁ ନେଇ ବିଧାନସଭାରେ ବିଜେପୀର ମୁଲତବୀ ନୋଟିସକୁ ଗ୍ରହଣ କରିଛନ୍ତି ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର । ଏହି ସମ୍ପର୍କରେ ଆଜି ଉତ୍ତର ରଖିବେ ଜଙ୍ଗଲ ଓ ପରିବେଶ ସୁରକ୍ଷା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଜଙ୍ଗଲ ନିଆଁ ବ୍ୟତୀତ ମଣ୍ଡି ଅବ୍ୟବସ୍ଥା , ସାନିଟାଇଜର ପିଇ ଆତ୍ମହତ୍ୟା କରିଥିବା ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ମାଗିବା ପ୍ରସଙ୍ଗକୁ ନେଇ ମଧ୍ୟ ସରଗରମ ରହିପାରେ ବିଧାନସଭା ।

ଶାସକ ବିଜେଡି ବିଧାୟକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ସୁବାସ ପାଣିଗ୍ରାହୀଙ୍କ କ୍ଷମା ପାର୍ଥନା ଦାବୀରେ ଅଡି ବସିଥିବା ବେଳେ ଅନ୍ୟପଟେ ଧାନ କିଣା ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ଦାବିରେ ବିରୋଧୀ ଜିଦ ଧରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking