31.1 C
Bhubaneswar
Tuesday, April 23, 2024
Homeଓଡିଶାଭୁବନେଶ୍ୱର-କଟକ ଜନସାଧାରଣ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର-କଟକ ଜନସାଧାରଣ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର: ଭୁବନେଶ୍ୱର – କଟକ ମଧ୍ୟରେ ଗଡିବ ଜନସାଧାରଣଙ୍କ ପାଇଁ ଏକ ସ୍ପେଶାଲ ଟ୍ରେନ । ଆସନ୍ତାକାଲି ଠାରୁ ୩୧ ତାରିଖ ଯାଏଁ ପରୀକ୍ଷାମୂଳକ ଭାବେ ଗଡିବ ଏହି ସ୍ପେଶାଲ ଟ୍ରେନ । ଭୁବନେଶ୍ୱରରୁ ଭାୟା ବାରଙ୍ଗ ଓ ବାଲିକୁଦା ଦେଇ କଟକ ଯିବ । କଟକରୁ ନିର୍ଗୁଣ୍ଡି, ଗୁରୁଡିଝାଟିଆ, ରାଧାକିଶୋରପୁର ଓ ନରାଜ ଦେଇ ଫେରିବ । ଭୁବନେଶ୍ୱରରୁ ଅପରାହ୍ନ ୧ଟା ୩୦ରେ ଛାଡି ୨ଟା ୩୦ରେ କଟକରେ ପହଞ୍ଚିବ । କଟକରୁ ୨ଟା ୪୦ରେ ଛାଡି ସଂଧ୍ୟା ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ । ତେବେ ଏହି ସ୍ପେଶାଲ ଟ୍ରେନ ଚଳାଚଳ ନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।
https://onakhabar.com/2020/02/29/corona-vairus-dogs-body/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking