ୟୁପିରେ କଂଗ୍ରେସକୁ ୧୧ ଆସନ ଦେଲା ଏସ୍‌ପି

ଲକ୍ଷୌ : ୟୁପିରେ ଆସନ ବୁଝାମଣା ନେଇ ଅଖିଳେଶ ଯାଦବଙ୍କ ଘୋଷଣା । ୟୁପିରେ ୧୧ ଆସନରେ ନିର୍ବାଚନ ଲଢିବ କଂଗ୍ରେସ । ଟ୍ୱିଟ୍ କରି ସୂଚନା ଦେଲେ ସପା ମୁଖ୍ୟ ଅଖିଳେଶ ଯାଦବ । ରାଜ୍ୟର ସମସ୍ତ ପୌରାଞ୍ଚଳରେ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରାଯିବ