30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଆଫଗାନିସ୍ତାନରେ ଖାଇବା ପାଇଁ ଲୋକେ ବିକ୍ରି କରୁଛନ୍ତି ଘରର ସଂପତି

ଆଫଗାନିସ୍ତାନରେ ଖାଇବା ପାଇଁ ଲୋକେ ବିକ୍ରି କରୁଛନ୍ତି ଘରର ସଂପତି

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ପାଇଁ ବଡ ଚ୍ୟାଲେଂଜ ହେଉଛି ପ୍ରଶାସନ ସଂଚାଳିତ କରିବା । ଆଫଗାନିସ୍ତାନରେ ପରିସ୍ଥିତି ଏବେ ସଂଗୀନ ହେଉଛି । ଆର୍ଥିକ ସଂକଟ ସହିତ ଏବେ ଲୋକଙ୍କ ବେକାରୀ ସମସ୍ୟା ସହ ଗରିବି ଆଡକୁ ବଢୁଛି । ଦେଶର ସାଧାରଣ ଜନତା ଦୁଇ ଓଳି ଖାଦ୍ୟ ଖାଇବା ପାଇଁ  ନିଜ ଘରର ମୂଲ୍ୟବାନ ସଂପତି ବିକ୍ରି କରିବାକୁ ପଛାଇ ନାହାନ୍ତି । ଆଫଗାନ ଲୋକେ ଯିଏ ପୂର୍ବରୁ ସରକାରୀ ଚାକିରିର ଆନନ୍ଦ ନେଉଥିଲେ ଅବା ଘରୋଇ ସଂସ୍ଥାରେ କାମ କରୁଥିଲେ ତାଙ୍କୁ ରାତାରାତି ବେରୋଜଗାର କରିଦିଆଯାଇଛି । ରିପୋର୍ଟ ଅନୁସାରେ, ଆଫଗାନମାନେ କାବୁଲ ସଡକକୁ ଏବେ ସାପ୍ତାହିକ ବଜାରରେ ପରିବର୍ତନ କରି ଦେଇଛନ୍ତି । ଯେଉଁଟି ସେମାନେ ନିଜ ଘରର ସଂପତିକୁ ଶସ୍ତାରେ ବିକ୍ରି କରୁଛନ୍ତି । ଯାହାଦ୍ୱାରା ସେମାନେ ନିଜ ପରିବାରକୁ ଖାଦ୍ୟ ଯୋଗାଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking