ସରକାର ଓ ଦଳକୁ ଚେତାଇଲେ ସୌମ୍ୟ  

ଭୁବନେଶ୍ୱର (ବିପିନ ସିଂହ): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଙ୍କ ହତ୍ୟା ଘଟଣାକୁ ନେଇ ଏବେ ଯେଉଁ ରାଜନୈତିକ ତୁମ୍ବି ତୋଫାନ ଚାଲିଛି ତାକୁ ଭିତ୍ତି କରି ବିଜେଡି ବିଧାୟକ ତଥା ସମ୍ବାଦର ସଂପାଦକ ତାଙ୍କ ବ୍ୟଥା ନିଜ ସଂପାଦକୀୟରେ ଆଜି ପ୍ରକାଶ କରିଛନ୍ତି । ଏହି ଘଟଣା ସହ ପୂର୍ବରୁ ଘଟିଥିବା କେତେକ ଘଟଣାର ଉଦାହରଣ ଦେଇ ସରକାର ଓ ଦଳ ଠିକ ବାଟରେ ଯାଉନଥିବା ଓ ଠିକ ଭାବରେ କାର୍ଯ୍ୟ … Continue reading ସରକାର ଓ ଦଳକୁ ଚେତାଇଲେ ସୌମ୍ୟ