37.1 C
Bhubaneswar
Saturday, April 20, 2024
Homeଅପରାଧଗୋଷ୍ଠୀ ସଂଘର୍ଷ : ୮ଆହତ, ୧୧ଗିରଫ

ଗୋଷ୍ଠୀ ସଂଘର୍ଷ : ୮ଆହତ, ୧୧ଗିରଫ

ସୋର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବାରିଙ୍ଗିଆ ଗ୍ରମାରେ ଗୋଷ୍ଠୀ ସଂଘର୍ଷରେ ୮ଜଣ ଆହତ ହୋଇଛନ୍ତି । ଏହି ଘଟଣାରରେ ପୁଲିସ ୧୧ଜଣଙ୍କୁ ଗିରଫ କରିଛି ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଅଙ୍ଗନବାଡି କର୍ମୀଙ୍କ ଘରୁ ଫୁଲଚାରା ଚୋରକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଗାଁ’ର ୨ଲୋକଙ୍କୁ ଚୋରୀ ସମ୍ପର୍କରେ ଅବଗତ କରାଇଥିଲେ ଅଙ୍ଗନବାଡି ଦିଦି । ରବିବାର ଗାଁ’ରେ ସଭା ବସିଥାନ୍ତା, ହେଲେ ତା’ପୂର୍ବରୁ ଘଟିଲା ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାରୁ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ସନ୍ଦେହ କରାଯାଉଛି । ପରସ୍ପର ଭୁଜାଲି ଓ ଠେଙ୍ଗା ମାଡ଼ରେ ଉଭୟ ପକ୍ଷରୁ ୮ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ ଘଟଣାରସ୍ଥଳରେ ପୁଲିସ ପହଂଚି ୧୧ଜଣଙ୍କୁ ଗିରଫ କରିବା ଘଟଣାର ତଦନ୍ତ ଆରମ୍ଭ କରିଛି ।

କରୋନାରେ ପୁଅ ମୃତ, ବାପା ମା’ଙ୍କ ଆତ୍ମହତ୍ୟା

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking