ଶୀଘ୍ର ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସନ ନିଯୁକ୍ତ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ଖୁବ୍‌ଶୀଘ୍ର ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ଥାୟୀ ପ୍ରଶାସକ । ପ୍ରକ୍ରିୟା ଆରମ୍ବ ବୋଇଥିବା କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସରକାରଙ୍କ ପ୍ରଥମ ୧୦୦ ଦିନରେ ଏଜେଣ୍ଡାରେ ଏହା ପ୍ରଧାନ ବିଷୟ । ଯଦିଓ ଶ୍ରୀମନ୍ଦିରରେ କୌଣସି ତ୍ରୁଟି ହୋଇନି, ସ୍ଥାୟୀ ପ୍ରଶାସକ ଆବଶ୍ୟକତା ରହିଛି । ଏନେଇ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ କହିଲେ ଆଇନ ମନ୍ତ୍ରୀ । ତାରିଣୀ ମନ୍ଦିର ପାଇଁ ଆଉ ୫୦ କୋଟି