ସହିପାରିଲେନି ପୁଅ ମୃତ୍ୟୁ: କୁଅକୁ ଡେଇଁ ଜୀବନ ହାରିଲେ ବାପା-ମା’ ଏବଂ ଝିଅ
ନୂଆଦିଲ୍ଲୀ: ପୁଅର ମୃତ୍ୟୁକୁ ସହି ନପାରି ଜୀବନ ହାରିବା ଭଳି ପଦକ୍ଷେପ ନେବାକୁ ପଛାଇଲେନି ବାପା, ମା’ ଏବଂ ଝିଅ । କୂଅକୁ ଡେଇଁ ପରିବାରର ତିନି ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ରାଜସ୍ଥାନରୁ ସାମ୍ନାକୁ ଆସିଛି । ରାଜସ୍ଥାନର ପାଲି ଜିଲ୍ଲାର ରୋହତ ପୋଲିସ ଷ୍ଟେସନ ପରିସରରେ ଏଭଳି ମାମଲା ଘଟିଛି । ପୁଅର ମୃତ୍ୟୁରେ ନିଜକୁ ସମ୍ଭାଳି ନପାରି ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ଝିଅ … Continue reading ସହିପାରିଲେନି ପୁଅ ମୃତ୍ୟୁ: କୁଅକୁ ଡେଇଁ ଜୀବନ ହାରିଲେ ବାପା-ମା’ ଏବଂ ଝିଅ
Copy and paste this URL into your WordPress site to embed
Copy and paste this code into your site to embed