39.2 C
Bhubaneswar
Thursday, April 18, 2024
Homeକରୋନାକୋଭିଡ୍ କଣ୍ଟ୍ରୋଲ ରୁମ୍ ଖୋଲିଲେ ସୋନିଆ

କୋଭିଡ୍ କଣ୍ଟ୍ରୋଲ ରୁମ୍ ଖୋଲିଲେ ସୋନିଆ

ନୂଆଦିଲ୍ଲୀ : କୋଭିଡ୍‌-୧୯ ସମ୍ପର୍କରେ ରାଜ୍ୟ ସଂଗଠନ ଗୁଡ଼ିକ ସହ ସମନ୍ବୟ ରକ୍ଷା କରି ମାନବୀୟ ସହାୟତା ଯୋଗାଇବା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ କଣ୍ଟ୍ରୋଲ ରୁମ୍ ଖୋଲିଛନ୍ତି। ଏଆଇସିସି ମୁଖ୍ୟାଳୟରେ ଖୋଲାଯାଇଥିବା କେନ୍ଦ୍ରୀୟ କଣ୍ଟ୍ରୋଲ ରୁମରେ ଏମପି ରାଜୀବ ସତାଭ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଯାଦବ ଏବଂ ସମ୍ପାଦକ ମନିଷ ଚତ୍ରଥଙ୍କୁ ରଖାଯାଇଛି। ସେମାନେ କରୋନା ସମ୍ପର୍କରେ ବିଭିନ୍ନ ରାଜ୍ୟର କଂଗ୍ରେସ ସଂଗଠନ ସହ ସମନ୍ବୟ ରକ୍ଷା କରିବେ। ପ୍ରଦେଶ କମିଟିଗୁଡ଼ିକ ସ୍ଥାନୀୟ ଅଞ୍ଚଳର ଦୈନନ୍ଦିନ ତଥ୍ୟ ଦେବେ। କେ.ସି. ବେଣୁଗୋପାଳଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବ।
https://onakhabar.com/2020/03/31/corona-worries/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking