ସୋନିଆ ଗାନ୍ଧୀଙ୍କ ଇଡି ଜେରା ତାରିଖ ଦିନେ ଘୁଞ୍ଚିଲା

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମନ ତାରିଖକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଛି । ଫଳରେ ତାଙ୍କୁ ଜୁଲାଇ ୨୫ ପରିବର୍ତ୍ତେ ୨୬ ତାରିଖରେ ଜେରା କରାଯିବ । ୨୧ ତାରିଖରେ ସୋନିଆଙ୍କୁ ପ୍ରାୟ ଦୁଇଘଣ୍ଟା ଧରି ଇଡି ପକ୍ଷରୁ ଜେରା କରାଯାଇଥିଲା । ଏହା ବ୍ୟତୀତ ପୁଣିଥରେ ଜେରା ପାଇଁ ଏଜେନ୍ସି ୨୫ ତାରିଖକୁ ସମନ ଜାରି କରିଥିଲା । ନୀରବ ମୋଦୀଙ୍କ ୨୩୫ … Continue reading ସୋନିଆ ଗାନ୍ଧୀଙ୍କ ଇଡି ଜେରା ତାରିଖ ଦିନେ ଘୁଞ୍ଚିଲା