29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ୨୬ରେ ଦଳୀୟ ନେତାଙ୍କ ସହ ସୋନିଆ ଗାନ୍ଧୀଙ୍କ ବୈଠକ

୨୬ରେ ଦଳୀୟ ନେତାଙ୍କ ସହ ସୋନିଆ ଗାନ୍ଧୀଙ୍କ ବୈଠକ

ନୂଆଦିଲ୍ଲ : ଅକ୍ଟୋବର ୨୬ ସକାଳେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦଳର ସାଧାରଣ ସଚିବ, ରାଜ୍ୟ ଦାୟିତ୍ୱ ଏବଂ ରାଜ୍ୟ କଂଗ୍ରେସ କମିଟି ସଭାପତିଙ୍କ ବୈଠକ ଡାକିଛନ୍ତି । ସଭାରେ ସଦସ୍ୟତା ଅଭିଯାନ, ଜନ ଜାଗରଣ ଅଭିଯାନରେ ଅଂଶଗ୍ରହଣ ଏବଂ ଆଗାମୀ ବିଧାନସଭା ନିର୍ବାଚନରେ ଆଲୋଚନ ହେବ । ଏଥି ସହ ଶନିବାର ସନ୍ଧ୍ୟାରେ କଂଗ୍ରେସର ନିର୍ବାଚନ କମିଟିର ବୈଠକ ଅନୁଷ୍ଠିତ ହେବ । ଏଥିରେ ଉତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖବ ପ୍ରାର୍ଥୀମାନେ ଆଲୋଚନା କରିବେ । ସୂଚନାନୁସାରେ ୫୦ଟି ଆସନ ପାଇଁ ପ୍ରାର୍ଥୀ ନାମରେ ଚୟନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking