30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବିରଜିତ ସିହ୍ନାଙ୍କୁ ତ୍ରିପୁରା ୟୁନିଟର କଂଗ୍ରେସ ମୁଖ୍ୟ ଭାବରେ ଘୋଷଣା କଲେ ସୋନିଆ ଗାନ୍ଧୀ

ବିରଜିତ ସିହ୍ନାଙ୍କୁ ତ୍ରିପୁରା ୟୁନିଟର କଂଗ୍ରେସ ମୁଖ୍ୟ ଭାବରେ ଘୋଷଣା କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : ଦେଶରେ ଶକ୍ତିଶାଳୀ ବିରୋଧୀ ଦଳ ହେବା ପାଇଁ କଂଗ୍ରେସ ଅନେକ ରଣନୀତି ଆରମ୍ଭ କରିଦେଇଛି । ଏନେଇ କେତେବେଳେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରୁଥିବାବେଳେ ଆଉ କେତେବେଳେ ଛୋଟ ଦଳ ସହ ମେଣ୍ଟ କରୁଥିବାର କଥା ସାମ୍ନାକୁ ଆସିଛି । ଏହା ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ତ୍ରିପୁରା ୟୁନିଟକୁ ନେଇ ବଡ଼ ଘୋଷଣା କରିଛନ୍ତି । ତେବେ ବିରଜିତ ସିହ୍ନାଙ୍କୁ ତ୍ରିପୁରା ୟୁନିଟର କଂଗ୍ରେସ ମୁଖ୍ୟ ଭାବରେ ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ ବରଂ ତ୍ରିପୁରା ୟୁନିଟ ପାଇଁ ମହମ୍ମଦ ବିଲାଲ ମିଆ, ପ୍ରଫେସର ମାଣିକ ଦେବ, ସୁଶାନ୍ତ ଚକ୍ରବର୍ତ୍ତୀ, ପୁର୍ଣ୍ଣିତା ଚକମା ଏବଂ ଡକ୍ଟର ପ୍ରଦୀପ ଭରଦଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking