39.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗ୨୦ ଲକ୍ଷର ଗଞ୍ଜେଇ ଜବତ

୨୦ ଲକ୍ଷର ଗଞ୍ଜେଇ ଜବତ

ସୁବର୍ଣ୍ଣପୁର : ବଡ଼ ଧରଣର ଏକ ଗଞ୍ଜେଇ କାରବାରର ପର୍ଦ୍ଦାଫାସ ହୋଇଛି । ସୁବଳୟା କାସଲପୁର ଜଙ୍ଗଲରୁ ୪ କ୍ୱିଣ୍ଟାଲ ୮୦ କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ସହ ନଗଦ ୯ ଲକ୍ଷ ୭୭ ହଜାର ଟଙ୍କା ମଧ୍ୟ ଜବତ କରିଛି ପୋଲିସ୍ । ଗୋଟିଏ କାର୍ ଓ ଭ୍ୟାନ୍‌ରେ ପଶ୍ଚିମବଙ୍ଗ ଚାଲାଣ ପାଇଁ ଯୋଜନା କରାଯାଇଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ୪ଜଣଙ୍କୁ ଅଟକ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking