43.9 C
Bhubaneswar
Friday, April 19, 2024
Homeଅପରାଧମାଆକୁ କଟୁରୀରେ ହାଣିଲା ପୁଅ

ମାଆକୁ କଟୁରୀରେ ହାଣିଲା ପୁଅ

କଟକ: ମାଆକୁ କଟୁରୀରେ ହାଣି ହତ୍ୟା କରିଛି ପୁଅ । ଏଭଳି ଏକ ଜଘନ୍ୟ ଘଟଣା କଟକ ବିଡାନାସୀ ଥାନା କନିକା ଛକରେ ଘଟିଛି । ମୃତକ କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଭଂଜଦେଓ । ବର୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରା ଉଚୁରା ଜାରି ରଖିଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳି ଯାଇଛି । କେଉଁ କାରଣ ପାଇଁ ଏମିତି ଏକ କାଣ୍ଡ ଘଟିଗଲା ସେ ନେଇ ପୋଲିସର ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking