କାର୍ଯ୍ୟରତ ନର୍ସଙ୍କୁ ରୋଗୀ କଲେ ଅସଦାଚରଣ: ବିବାଦରେ ପୋଲିସବାବୁଙ୍କ ପୁଅ

ମୟୂରଭଞ୍ଜ: ରୋଗୀ ହୋଇ ଚିକିତ୍ସା ପାଇଁ ଆସିଲେ କର୍ତ୍ତବ୍ୟରତ ସେବିକା ନର୍ସଙ୍କୁ ଚୁମ୍ବନ ଦେଇ ବିବାଦରେ ଯୁବକ। ତେବେ ବାସ୍ତବରେ ଯୁବକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା ନା ମନ୍ଦ ଉଦ୍ଦେଶ୍ୟ ରଖି ଡାକ୍ତରଖାନାରେ ଚିକିତ୍ସା ପାଇଁ ଆସିଥିଲେ। ତାହାକୁ ନେଇ ଏବେ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ସେପଟେ ଏଭଳି ଏକ ବିବାଦରେ ଘେରି ହୋଇଥିବା ଯୁବକ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପୁଅ ବୋଲି ଜାଣିବାକୁ ମିଳିଛି । ଯାହା ମାମଲାକୁ ଆହୁରି … Continue reading କାର୍ଯ୍ୟରତ ନର୍ସଙ୍କୁ ରୋଗୀ କଲେ ଅସଦାଚରଣ: ବିବାଦରେ ପୋଲିସବାବୁଙ୍କ ପୁଅ