ଗର୍ଭବତୀ ସ୍ତ୍ରୀକୁ ଆଶ୍ରୟ ଦେବାରୁ ଶ୍ୱଶୁର ଜୀବନ ନେଲା ଜ୍ୱାଇଁ

ଗଜପତି: ଶ୍ୱଶୁରକୁ ହତ୍ୟା କଲା ଜ୍ୱାଇଁ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ବାସନାପୁଟ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଝିଅକୁ ଘରେ ରଖିବାକୁ କେନ୍ଦ୍ର କରି ଶ୍ୱଶୁରଙ୍କୁ ଜ୍ୱାଇଁ ଛୁରାମାଡ କରି ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଫେରାର ଜ୍ୱାଇଁକୁ ଖୋଜୁଛି ପୋଲିସ । ଅନ୍ୟପଟେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ଆଉ ଏକ … Continue reading ଗର୍ଭବତୀ ସ୍ତ୍ରୀକୁ ଆଶ୍ରୟ ଦେବାରୁ ଶ୍ୱଶୁର ଜୀବନ ନେଲା ଜ୍ୱାଇଁ