ଟ୍ରକ୍ ଧକ୍କାରେ ପୁଅ ମୃତ, ବାପା ଗୁରୁତର

ନୂଆପଡା: ଟ୍ରକ୍ ଧକ୍କାରେ ଶିଶୁପୁତ୍ର ମୃତ ହୋଇଥିବା ବେଳେ ବାପା ସମେତ ୨ ଜଣ ଗୁରୁତର ହୋଇଛନ୍ତି । ଧାମନପୁରୀ ଗାଁ ନିକଟ ଏନ୍‌ଏଚ୍ ୩୫୩ରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି । ବାଇକ୍‌ରେ ୩ ଜଣ ଯାଉଥିବା ବେଳେ ପଛକୁ ଧକ୍କା ଦେଇଥିଲା ଟ୍ରକ୍ । କୋଇଲା ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଚଳିଗଲା ୫ ଜୀବନ