ନିର୍ବାଚନ ହାରିଲେ ସୋମନାଥ ଭାରତୀ

ନୂଆଦିଲ୍ଲୀ : ନିର୍ବାଚନ ହାରିଲେ ସୋମନାଥ ଭାରତୀ । ମାଲବ୍ୟ ନଗର ଆସନରୁ ହାରିଲେ ସୋମନାଥ ଭାରତୀ । ତେବେ  ଟ୍ରେଣ୍ଡ ଅନୁସାରେ ବିଜେପିକୁ ବହୁମତ ମିଳିଛି ।  ଦିଲ୍ଲୀର ୭୦ ଆସନରୁ ୪୭ ଆସନ ଆଗରେ ରହିଛି ବିଜେପି । ଆପ ରହିଛି ୨୩ ସିଟରେ ଆଗୁଆ , ସେହିପରି  କଂଗ୍ରେସ ଶୂନ ସିଟ ପାଇଛି । ମାଲବ୍ୟ ନଗରରୁ ବଡ ଖବର ସମନାକୁ ଆସିଛି  । ପ୍ରଥମ ଥର ପାଇଁ ସୋମନାଥ ଭାରତୀ ପଛୁଆ … Continue reading ନିର୍ବାଚନ ହାରିଲେ ସୋମନାଥ ଭାରତୀ