39.1 C
Bhubaneswar
Wednesday, April 24, 2024
Homeଅପରାଧସ୍ୱାମୀଙ୍କୁ ହତ୍ୟା କଲେ ପତ୍ନୀ ଏବଂ ପୁଅ ସହ ହେଲା କିଛି ଏପରି .....

ସ୍ୱାମୀଙ୍କୁ ହତ୍ୟା କଲେ ପତ୍ନୀ ଏବଂ ପୁଅ ସହ ହେଲା କିଛି ଏପରି …..

ମୁମ୍ବାଇ  : ସମାଜରେ ଦିନକୁ ଦିନ ପାରିବାରିକ କଳହର ଅଭାବନୀୟ ଘଟଣା ଏବେ ସମ୍ନାକୁ ଆସିଛି । ମୁମ୍ବାଇର ଆମ୍ବୋଲି ଅଞ୍ଚଳରେ ସ୍ୱାମୀଙ୍କୁ ହତ୍ୟା କରି ପତ୍ନୀ ଏବଂ ପୁଅ ୭ମହଲା ତଲକୁ ଫିଙ୍ଗି ଦେବାର ଏକ ଅଭାବନୀୟ ଘଟଣା ଏବେ ସମ୍ନାକୁ ଆସିଛି । ।ସେମାନେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ।

କିନ୍ତୁ ପୁଲିସ ଏହି ମାମଲାରେ ମା, ପୁଅଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି । ପୁଲିସ ଅନୁଯାୟୀ ମା, ପୁଅ କହିଛନ୍ତି ଯେ , ଶାନ୍ତନୁକ୍ରିଷ୍ନା ଶେଷାଦ୍ରି ଆତ୍ମହତ୍ୟା କରିଛନ୍ତି । ତେବେ ପୁଲିସ ତଦନ୍ତ ବେଳେ ଶେଷାଦ୍ରିଙ୍କୁ ହତ୍ୟା କରୀ ଝୁଲାଇ ଦେଇଥିବା ଜଣାପଡିଥିଲା । ପୁଲିସ ଜେରା କରିବା ସମୟରେ ସେମାନଙ୍କ ମିଛ କହିବା ଧରା ପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking