ଆଜି ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ

ଭୁବନେଶ୍ୱର: ଆଜି ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ । ପ୍ରଥମ ସୂର୍ଯ୍ୟପରାଗ ମହତ୍ତ୍ବପୂର୍ଣ୍ଣ କାରଣ ହେଲା, ଏହା ପୂର୍ଣ୍ଣ ସୂର୍ଯ୍ୟପରାଗ ଅଟେ। ଏହାର ଅବଧି ଅଧିକ ଲମ୍ବା ହୋଇଥାଏ । ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଯେତେବେଳେ ଅବସ୍ଥାନ କରନ୍ତି, ସେହି ସମୟରେ ସୂର୍ଯ୍ୟକିରଣ ପୃଥିବୀ ଉପରେ ପଡିନଥାଏ ଯାହାକୁ ସୂର୍ଯ୍ୟପରାଗ କୁହନ୍ତି । କିନ୍ତୁ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ପ୍ରକାଶଥାଉକି ଏହା ପୂର୍ବରୁ ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ … Continue reading ଆଜି ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ