28.1 C
Bhubaneswar
Wednesday, April 24, 2024
Homeଓଡିଶାମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ !

ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ !

ଭୁବନେଶ୍ୱର : ଆଜି ସୂର୍ଯ୍ୟପରାଗ । ଆଜି ବୈଜ୍ଞାନିକମାନେ ଦେଖିବେ ମହଜାଗତିକ ଦୃଶ୍ୟ। ଓଡିଶା ସମେତ ଭାରତର ସବୁ ଅଞ୍ଚଳରେ ଏହା ଦେଖାଯିବ। ଏଥର ବଳୟ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ଦେଶର ରାଜସ୍ଥାନ ଓ ହରିୟାଣାରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ତେବେ ଓଡିଶାରେ ଏହା ଆଂଶିକ ଭାବେ ଦେଖାଯିବ। ଅର୍ଥାତ ୬୧ ରୁ ୭୨ ପ୍ରତିଶତ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ସୂର୍ଯ୍ୟପରାଗ ଆଜି ସକାଳ ୧୦ଟା ୩୮ ମିନିଟରୁ ପରାଗ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ମିନିଟରେ ଶେଷ ହେବ। ତେବେ ମଧ୍ୟାହ୍ନ ୧୨ଟା ୧୫ରୁ ସାଢ଼େ ୧୨ଟା ମଧ୍ୟରେ ସର୍ବାଧିକ ପରାଗ ସଂଗଠିତ ହେବ।
https://onakhabar.com/2020/06/21/odisha-weather-14/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking