28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗନିଜ ସହ ସନା ଖାନଙ୍କ ତୁଳନା ଉପରେ ଏମିତି କହିଲେ ସୋଫିଆ ହୟାତ୍‌

ନିଜ ସହ ସନା ଖାନଙ୍କ ତୁଳନା ଉପରେ ଏମିତି କହିଲେ ସୋଫିଆ ହୟାତ୍‌

ମୁମ୍ବାଇ: ଅଭିନେତ୍ରୀ ତଥା ବିଗ୍ ବସ ସିଜନ ୬ର କଣ୍ଟେଷ୍ଟେଣ୍ଟ ସନା ଖାନ ମୁଫ୍‌ତୀ ଅନସଙ୍କୁ ବିବାହ କରିଛନ୍ତି । ତାଙ୍କ ବିବାହ ପରଠାରୁ ସନା ଖାନଙ୍କ ତୁଳନା ସୋଫିଆ ହୟାତଙ୍କ ସହିତ କରାଯାଉଛି । ତେବେ ଏହି ତୁଳନା ଉପରେ ସୋଫିଆ ନିଜ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ସେ କହିଛନ୍ତି ମୁଁ ମୋର ଏବଂ ସନାଙ୍କ ତୁଳନା ସହ ଚିନ୍ତିତ ଏବଂ ବିରକ୍ତ ହୋଇଗଲିଣି । ଲୋକମାନେ କଣ ଭାବୁଛନ୍ତି କେଜାଣି, ଆଧ୍ୟାତ୍ମିକତା ଅର୍ଥ କେବଳ ଡ୍ରେସ ପିନ୍ଧାରୁ ଜଣାଯାଏ । ସେ କହିଛନ୍ତି ଯେତେବେଳେ ସେ ନନ ଥିଲେ ସେତେବେଳେ ସେ ୧୮ ମାସ ଯାଏଁ ଶାରୀରିକ ସଂପର୍କ ରଖିନଥିଲେ । ସେ ସବୁବେଳେ ସନ୍ୟାସିନୀ ଡ୍ରେସ ପିନ୍ଧନ୍ତିନି । ସେ ଆହୁରି ବି କହିଛନ୍ତି ଛୋଟ ପ୍ରକୃତିର ଲୋକେ ଯାହାର ଦିମାଗ ଛୋଟ ଏବଂ ଭାବନା ଛୋଟ ସେମାନେ ଏହାକୁ ବୁଝିପାରିବେନି । ସେ ଗତ ୩ ବର୍ଷ ଧରି ଶାରୀରିକ ସଂପର୍କ ରଖିନାହାନ୍ତି । ହେଲେ ବି ସେ ଏବେ ମଦର ସୋଫିଆ ଏବଂ ଆଧ୍ୟାତ୍ମିକ ବୋଲି କହିଛନ୍ତି । ଆଉ ସନାଙ୍କ ବିଷୟରେ କହିଛନ୍ତି, ତାଙ୍କୁ ଏ ବିଷୟରେ ଏକଲା ଛାଡିଦିଆଯିବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking