30.1 C
Bhubaneswar
Wednesday, April 24, 2024
Homeଓଡିଶା‘ଓି୍ୱମେନ୍ ଅଫ୍ ସବ୍‌ଷ୍ଟାନ୍ସ’ ଟାଇଟଲ୍ ହାସଲ କଲେ ସୋଆ ଫ୍ୟାକଲ୍ଟି

‘ଓି୍ୱମେନ୍ ଅଫ୍ ସବ୍‌ଷ୍ଟାନ୍ସ’ ଟାଇଟଲ୍ ହାସଲ କଲେ ସୋଆ ଫ୍ୟାକଲ୍ଟି

ଭୁବନେଶ୍ୱର: ମୁମ୍ବାଇ ଠାରେ ନିକଟରେ ଅନୁଷ୍ଠିତ ‘ଇଂଟରନ୍ୟାସ୍‌ନାଲ୍ ଗ୍ଲାମ୍ ଆଇକନ୍ ୨୦୨୨’
ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଶ୍ରୀମତି ମନୀଷା ପ୍ରହରାଜ ‘ୱିମେନ୍ ଅଫ୍ ସବ୍‌ଷ୍ଟାନ୍ସ’ କ୍ରାଉନ୍‌ରେ
ଭୂଷିତ ହୋଇଛନ୍ତି ।
ସମ୍ ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର ଶ୍ରୀମତି ପ୍ରହରାଜ ମୁମ୍ବାଇ ଠାରେ ଗତ ମେ ୮ ତାରିଖରୁ ୧୦ ତାରିଖ
ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଫାଇନାଲ୍ ରାଉଣ୍ଡ ପୂର୍ବରୁ ଟାଲେଂଟ ରାଉଣ୍ଡ, ଫଟୋସୁଟ୍ ଏବଂ
ଗ୍ରୁମିଂ ସେସନ୍ ପ୍ରତିଯୋଗିତା କରାଯାଇଥିଲା ।
ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ସମେତ ଅନ୍ୟ ଦେଶରୁ ପ୍ରାୟ ୫୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking