ସ୍ନେହାଙ୍ଗିନୀଙ୍କୁ ଶ୍ରୀମୟୀଙ୍କ ଟାର୍ଗେଟ

ଭୁବନେଶ୍ୱର: ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିଜେଡି ଏଣ୍ଟ୍ରି ସମ୍ଭାବନାକୁ ନେଇ ସୋସିଆଲ ମିଡିଆରେ ପୁଣି ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର । ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ନ ନେଇ ପରୋକ୍ଷରେ ଟାର୍ଗେଟ କଲେ ଶ୍ରୀମୟୀ । କହିଛନ୍ତି, ମୁଖିଆଙ୍କୁ ମନାଇବାକୁ ଆରମ୍ଭ ହେଲାଣି ପ୍ରାୟୋଜିତ କାର୍ଯ୍ୟକ୍ରମ । ନୂଆପଡା ମିଛେଇ ଭାଣିଜିଙ୍କ ଆୟୋଜନ, କେମିତି ହେବ ତାମିଲ ବୋହୂଙ୍କ ଆଗମନ । ମହିଳା ନେତ୍ରୀଙ୍କୁ କରି ଏକତ୍ରିତ, ବୁଲି ଆସିବେ ମୁଖିଆ ନିବାସ । ଏଭଳି କିଛି … Continue reading ସ୍ନେହାଙ୍ଗିନୀଙ୍କୁ ଶ୍ରୀମୟୀଙ୍କ ଟାର୍ଗେଟ