29.1 C
Bhubaneswar
Wednesday, April 24, 2024
Homeସ୍ୱାସ୍ଥ୍ୟଧୂମପାନ ଛାଡ଼ିବାର ଘରୋଇ ଉପଚାର

ଧୂମପାନ ଛାଡ଼ିବାର ଘରୋଇ ଉପଚାର

ଧୂମପାନ ଶରୀର ପ୍ରତି କ୍ଷତିକାରକ । ଏହା ଆମେ ଜାଣି ମଧ୍ୟ ଧୂମପାନରେ ଏତେ ଅଭ୍ୟସ୍ତ ଯେ, ତାହାକୁ ଛାଡ଼ିବା ସମ୍ଭବପର ହୁଏନାହିଁ । ଏଥିରେ ଏବେ କଲେଜ ପିଲାଙ୍କଠାରୁ ଆରମ୍ଭ କରି ଛୋଟ ପିଲା ମଧ୍ୟ ଅଭ୍ୟସ୍ତ ହୋଇଗଲେଣି । କ୍ୟାନସର ଭଳି ଦୂରାରୋଗ୍ୟର ମୁଖ୍ୟ କାରଣ ହୋଇଥାଏ ଧୂମାପନ । କିନ୍ତୁ ସବୁଠାରୁ ବଡ଼ କଥା ହେଲା ଏହି ଅଭ୍ୟାସକୁ କିପରି ଛାଡ଼ିବା । ଯଦି ଏହି ଧୂମପାନରୁ ନିଜକୁ ଦୂରେଇ ରଖିôବାକୁ ଚାହୁଁଛନ୍ତି ତାହାହଲେ ଆପଣାନ୍ତୁ ଏହି ସବୁ ଉପାୟ…
୧. ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ତୁଳସୀପତ୍ର ଚୋବାନ୍ତୁ କିମ୍ବା ତୁଳସୀ ଜୁସ ଦୁଇ ଚାମଚ ପିଅନ୍ତୁ । ଏହାକୁ ଅଭ୍ୟାସଗତ ଭାବେ କିଛି ଦିନ ଖାଇଲା ପରେ ଧୂମପାନ କରିବାକୁ ଆଉ ଇଚ୍ଛା ହୋଇନଥାଏ ।
୨.ଧୂମପାନ କରବାକୁ ଇଚ୍ଛା ହେଉଥିବା ସମୟରେ ଗୋଟିଏ ଚାମଚ ମହୁ ଖାଆନ୍ତୁ କିମ୍ବା ଲେମ୍ବୁ ସର୍ବତ କରି ପିଅନ୍ତୁ ଦେଖିବେ  ଆଉ ଧୂମପାନ କରିବାକୁ ଇଚ୍ଛା ହୋଇ ନ ଥାଏ ।
୩. ପ୍ରତ୍ୟେକ ଦିନ ଖାଇସାରିଲା ପରେ ଜୁଆଣୀ ପାଟିରେ ପକାଇ ଚୋବାନ୍ତୁ । ଦେଖିବେ କିଛି ଦିନ ଏହିପରି କଲେ ଆଉ ଧୂମପାନ କରିବାକୁ ମନ ହୋଇ ନଥାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking