ଖୁବଶୀଘ୍ର ଟଙ୍କା ପାଇବେ କ୍ଷୁଦ୍ର ଚିଟଫଣ୍ଡ ଜମାକାରୀ
ଭୁବନେଶ୍ୱର: ଖୁବଶୀଘ୍ର ଟଙ୍କା ଫେରିପାଇବେ କ୍ଷୁଦ୍ର ଚିଟଫଣ୍ଡ ଜମାକାରୀ । ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁଯୋଗ ନେବାକୁ ସମସ୍ତ ଆବେଦନକାରୀଙ୍କୁ ଅନୁରୋଧ କରାଯାଇଛି । ଆସନ୍ତା ୨୦୨୬ ଜାନୁଆରୀ ୩୧ ଯାଏଁ ଚାଲିବ ଟଙ୍କା ଫେରସ୍ତ ପ୍ରକ୍ରିୟା । ସମସ୍ତ କ୍ଷୁଦ୍ର ଜମାକାରୀ ଏହାର ସୁଯୋଗ ନେବାକୁ ଅର୍ଥ ବିଭାଗ ତରଫରୁ ବିଜ୍ଞପ୍ତିରେ କୁହାଯାଇଛି । ତଦନ୍ତ କମିଶନ ସୁପାରିଶ କରିଥିବା ଓ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ … Continue reading ଖୁବଶୀଘ୍ର ଟଙ୍କା ପାଇବେ କ୍ଷୁଦ୍ର ଚିଟଫଣ୍ଡ ଜମାକାରୀ
Copy and paste this URL into your WordPress site to embed
Copy and paste this code into your site to embed