28.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଚିକିଟି ନାଳ କଡ଼ରେ ଜମି ହଡ଼ପ କାରୀ ବସ୍ତି ବାସିନ୍ଦାଙ୍କୁ ପୌରର ନୋଟିସ୍

ଚିକିଟି ନାଳ କଡ଼ରେ ଜମି ହଡ଼ପ କାରୀ ବସ୍ତି ବାସିନ୍ଦାଙ୍କୁ ପୌରର ନୋଟିସ୍

ଜୟପୁର: ତହସିଲ ଅନ୍ତର୍ଗତ ଜଗଧାତ୍ରୀ ମୌଜା ଜଗନ୍ନାଥ ସାଗର ତଟ ରେ ଥିବା ବସ୍ତି ବାସିନ୍ଦା ଙ୍କୁ ଉଛେଦ କରିବା ପାଇଁ ପ୍ରଶାସନ ତରଫରୁ 30 ଦିନିଆ ନୋଟିସ ଦିଆ ଯାଇଛି । ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ଦୀର୍ଘ 20 ବର୍ଷ ହେବ ଏଠାରେ ଗରିବ ଶ୍ରେଣୀର ଲୋକେ କୁଡ଼ିଆ କରି ଶ୍ରମିକ କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାଉ ଥିଲେ। 2001 ମସିହା ଠାରୁ ବସ୍ତି ବାସିନ୍ଦା ସଙ୍ଘ ଦ୍ୱାରା ଲଢେଇ ଜାରି ରଖିଥବାରୁ 2017 ମସିହା ରେରାଜ୍ୟ ସରକାର ଜମି ଅଧିଗ୍ରହଣ କରିଥିବା ଲୋକଙ୍କ ପାଇଁ ଆଇନ ପ୍ରଣୟନ କରିଲେ। ସର୍ଭେ କରାଯାଇ ଅନ୍ୟ ବସ୍ତି ବାସିନ୍ଦା ଙ୍କୁ ପଟା ଦିଆଯାଇଥିବା ବେଳେ ଏହି ବସ୍ତି ରେ ରହୁଥିବା 60 ପରିବାର କୁ ପଟା ଦିଆଯାଇନଥିଲା। ବର୍ତ୍ତମାନ ପ୍ରଶାସନ ଉଛେଦ ପାଇଁ ନୋଟିସ ଜାରି କରିଥିବା ବେଳେ ଏହି ମହାମାରୀ କରନା ଓ ଲଗାଣ ବର୍ଷା ରେ ପିଲା କୁଟୁମ୍ବ ଧରି କୁଆଡେ ଯିବୁ ବଲି କୁଆଡେ ଯିବୁ ବଲି ପ୍ରଶ୍ନ କରିଛନ୍ତି ତେଣୁ ସରକାରୀ ଜାଗା ଚିହ୍ନଟ କରି ଘର ବାନ୍ଦୀ ଦେବା ପରେ ଆମେ ଉଛେଦ କରିବୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking