34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶନଦୀରେ ବୁଡି ପ୍ରାଣ ହରାଇଲେ ୬ ଛାତ୍ର

ନଦୀରେ ବୁଡି ପ୍ରାଣ ହରାଇଲେ ୬ ଛାତ୍ର

ତାମିଲନାଡୁ: ତାମିଲନାଡୁର ତିରୁପୁର ଜିଲାରେ ଧାରାପୁରମରେ ନଦୀରେ ବୁଡି ୬ ଛାତ୍ର ପ୍ରାଣ ହରାଇଛନ୍ତି। ସୋମବାର ୮ ଜଣ ସାଙ୍ଗ ଅମରାବତୀ ନଦୀକୁ ଗାଧେଇବାକୁ ଯାଇଥିଲେ। ମୃତକଙ୍କ ମଧ୍ୟରେ ୫ ସ୍କୁଲ ଛାତ୍ର ଏବଂ ଜଣେ କଲେଜ ଛାତ୍ର ରହିଛନ୍ତି।

ଅଧିକାରୀଙ୍କ ଅନୁଯାୟୀ, ଏହି ଗ୍ରୁପ ଦିନଦିଗୁଲ ଜିଲାରେ ମାମ୍ପାରାଇ ଅଞ୍ଚଳରେ ଏକ ମନ୍ଦିର ବୁଲିବାକୁ ଯାଇଥିଲେ। ଫେରିଲା ବେଳେ ସେମାନେ ଗାଧୋଇବାକୁ ନିଷ୍ପତ୍ତି ନେଇଥିଲେ। ୮ ଜଣଙ୍କ ମଧ୍ୟରୁ ନଦୀରେ ବୁଡି ୬ ଜଣ ପ୍ରାଣ ହରାଇଥିଲେ। ଅନ୍ୟ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ, ଦମକଳ ବାହାନୀ ଉଦ୍ଧାର କରି ନେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking