26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଯବାନ-ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟି ୬ ମୃତ

ଯବାନ-ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟି ୬ ମୃତ

ରାୟପୁର: ଯବାନ-ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟି ୬ ମୃତ ଜଣ ଯବାନଙ୍କ ମୃତୁ ଘଟିଛି | ଘଟଣାଟି ଘଟିଛି ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ | ସେଠାରେ ଥିବା ଏକ ଆଇଟିବିପି କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୬ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ୨ ଜଣ ଗୁରୁତର ଆହତ ହୋଇଛନ୍ତି। ନାରାୟଣପୁର ଏସ୍‌ପି ମୋହିତ ଗର୍ଗ ଏହି ସୂଚନା ଦେଇଛନ୍ତି। ତେବେ କେଉଁ କାରଣରୁ ଏମିତି ଏକ ସଂଘର୍ଷ ହେଲା, ତାହା ଜଣାପଡ଼ିନି। ଅନ୍ୟପକ୍ଷରେ ଆହତ ମାନଙ୍କୁ ରାୟପୁର ଅଣାଯାଉଥିବା ସୂଚନା ରହିଛି।
https://onakhabar.com/2019/12/03/dead-body-rescue-from-nagabali/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking