36.7 C
Bhubaneswar
Tuesday, April 16, 2024
Homeଓଡିଶାଭାଇ ମୃତ୍ୟୁର ୩ ଦିନ ପରେ ଭଉଣୀ ମୃତ

ଭାଇ ମୃତ୍ୟୁର ୩ ଦିନ ପରେ ଭଉଣୀ ମୃତ

ଜୟପୁର : ଭାଇ ମରିବାର ୩ ଦିନ ପରେ ଭଉଣୀର ସନ୍ଦେହ ଜନକ ମୃତ୍ୟୁ । ଜୟପୁର ଟାଉନ ଥାନା ପାରାବେଡାରେ ଅଭାବନୀୟ ଘଟଣା । ୩ ଦିନ ତଳେ ସ୍କୁଲ ପଢୁଆ ନାବାଳକ ଭାଇର ମୃତ୍ୟୁ ଘଟିଥିଲା । ୩ ଦିନ ପରେ ସେହି ଘରେ ଇଂଜିନିୟରିଂ ପଢୁଆ ଭଉଣୀର ମୃତ୍ୟୁ । ଘର ଛାତରୁ ଇଞ୍ଜିନିୟରିଂ ପଢୁଥିବା ଭଉଣୀର ମୃତ ଦେହ ଉଦ୍ଧାର । ଉଭୟ ଭାଇ ଓ ଭଉଣୀଙ୍କର ମୃତ୍ୟୁର କାରଣ ଜଣାପଡିନାହିଁ । ୩ ଦିନ ବ୍ୟବଧାନରେ ଭାଇଭଉଣୀଙ୍କ ମୃତ୍ୟୁ କୁ ନେଇ ବଡ ସସପେନ୍ସ ।

ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନ୍‌ସୁଗର ଜବତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking