27.1 C
Bhubaneswar
Thursday, October 6, 2022
Homeଖେଳବ୍ୟାଡ୍‌ମିଣ୍ଟନ୍ ସେମିରେ ସିନ୍ଧୁ ଓ ଲକ୍ଷ୍ୟ

ବ୍ୟାଡ୍‌ମିଣ୍ଟନ୍ ସେମିରେ ସିନ୍ଧୁ ଓ ଲକ୍ଷ୍ୟ

ନୂଆଦିଲ୍ଲୀ : ଭାରତର ଡବଲ୍ ଅଲିମ୍ପିକ୍ ପଦକ ବିଜେତା ପିଭିି ସିନ୍ଧୁ ସିଙ୍ଗଲ୍ସରେ ତାଙ୍କର ବିଜୟ ଧାରା ଜାରି ରଖିଛନ୍ତି । ସେ ଶନିବାର ମାଲେସିଆର ଗୋହ ୱେଇ ଜିନ୍‌ଙ୍କୁ ୧୯-୨୧,୨୧-୧୪,୨୧-୧୮ରେ ପରାସ୍ତ କରି କ୍ରମାଗତ ତୃତୀୟ ଥର ପାଇଁ ସେମିକୁ ଉନ୍ନୀତ ହୋଇଛନ୍ତି । ସେହିପରି ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ୍ ମରିସସ୍‌ର ଜୁଲିଏନ୍ ଜର୍ଜେସ୍‌ଙ୍କୁ ୨୧-୧୨, ୨୧-୧୧ରେ ହରାଇ ସେମିରେ ପହଞ୍ଚିଛନ୍ତି । ଆହୁରି କିଦାମ୍ବୀ ଶ୍ରୀକାନ୍ତ ଇଂଲଣ୍ଡର ଟୋବି ପେଣ୍ଟିଙ୍କୁ ୨୧-୧୯,୨୧-୧୭ରେ ହରାଇ ଅନ୍ତିମ ୪ ଖେଳାଳିଙ୍କ ମଧ୍ୟରେ ସାମିଲ୍ ହୋଇଛନ୍ତି । କିନ୍ତୁ ଯୁବ ପ୍ରତିଯୋଗୀ ଆକର୍ଷି କଶ୍ୟପ କ୍ୱାର୍ଟର୍‌ରେ ସ୍କଟଲାଣ୍ଡ୍‌ର କ୍ରିଷ୍ଟି ଗିଲ୍‌ମୋର୍‌ଙ୍କଠାରୁ ୨୧-୧୦, ୨୧-୭ରେ ହାରିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking