୨୦୧୮ ପରଠୁ ବିଦେଶକୁ ପାଠପଢିବାକୁ ଯାଇଥିବା ୪୦୩ ଭାରତୀୟ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, କାନାଡାରେ ସର୍ବାଧିକ

ନୂଆଦିଲ୍ଲୀ : ଭାରତର ଅନେକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା କରିବା ଉଦ୍ଦେଶ୍ୟରେ ଅନ୍ୟ ଦେଶକୁ ଯାଆନ୍ତି।  ଏହିପରି ଦେଶ ମଧ୍ୟରେ ଆମେରିକା, ଇଂଲଣ୍ଡ, ଋଷ ଏବଂ କାନାଡାର ନାମ ପ୍ରଥମେ ଆସେ । ଡାକ୍ତରୀ ପାଠ ହେଉ କି ଅନ୍ୟ କୌଣସି ଉଚ୍ଚଶିକ୍ଷା ପାଇଁ ପିଲାମାନଙ୍କୁ ସେମାନଙ୍କ ବାପା-ମା ଲକ୍ଷ ଲକ୍ଷ ଖର୍ଚ୍ଚ କରି ବିଦେଶକୁ ପଠାନ୍ତି। କିନ୍ତୁ ଏହାରି ଭିତରେ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହା ବେଶ ଚିନ୍ତାଜନକ। କାରଣ ୨୦୧୮ ମସିହା … Continue reading ୨୦୧୮ ପରଠୁ ବିଦେଶକୁ ପାଠପଢିବାକୁ ଯାଇଥିବା ୪୦୩ ଭାରତୀୟ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, କାନାଡାରେ ସର୍ବାଧିକ