31.1 C
Bhubaneswar
Friday, March 29, 2024
Homeମନୋରଞ୍ଜନ'ଶେରଶାହା' ଟିଜର ରିଲିଜ

‘ଶେରଶାହା’ ଟିଜର ରିଲିଜ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କ ଆସୁଥିବା ଫିଲ୍ମ ‘ଶେରଶାହା’ ର ଟିଜର ରିଲିଜ ହୋଇଛି । ଏହା ସହିତ ଫିଲ୍ମ ରିଲିଜ ତାରିଖ ବି ଘୋଷଣା ହୋଇଛି । ଅଗଷ୍ଟ ୧୨,୨୦୨୧ରେ ଏହା ରିଲିଜ ହେବ । ବର୍ତମାନ କରୋନା ପରିସ୍ଥିତି ପାଇଁ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ଆମାଜନ ପ୍ରାଇମ ଭିଡିଓରେ ଏହା ରିଲିଜ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking