43.9 C
Bhubaneswar
Friday, April 19, 2024
Homeକରୋନାକରୋନ ପଞ୍ଝା ରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍‌ ଓ ତାଙ୍କ ପତ୍ନୀ

କରୋନ ପଞ୍ଝା ରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍‌ ଓ ତାଙ୍କ ପତ୍ନୀ

ରାଞ୍ଚି: କରୋନ ପଞ୍ଝା ରେ ରାଜନେତା ଠାରୁ ଆରମ୍ଭ କରି କଳାକାର ସମସ୍ତେ ଫସି ଯାଉଛନ୍ତି। ଏବେ ଆମେ ଆଉ ଜଣେ ନେତାଙ୍କ କଥା କହିବାକୁ ଯାଉଛୁ।
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଶିବୁ ସୋରେନ୍‌ ଶନିବାର କରୋନା ଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ପତ୍ନୀ ରୁପି ସୋରେନ୍‌ ମଧ୍ୟ କୋଭିଡ୍‌-୧୯ ପିଜିଟିଭ୍‌ ବୋଲି ଜାଣିବାକୁ ମିଳିଛି। ପୂର୍ବରୁ ଶିବୁ ସୋରେନଙ୍କ ବାସଭବନରେ ନିୟୋଜିତ ୧୭ ଜଣ କର୍ମଚାରୀ ଓ ସୁରକ୍ଷା କର୍ମୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking