ପାକିସ୍ତାନରେ ସିଆ-ସୁନ୍ନି ବିବାଦ, ଗଲାଣି ୪୮ ଜୀବନ

ଇସ୍‌ଲାମ୍‌ବାଦ୍‌: ଅନ୍ୟ ଦେଶ ବିଶେଷ କରି ଭାରତରେ ସବୁ ସମୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଥିବା ପାକିସ୍ତାନର ଉତର-ପଶ୍ଚିମ ଆଦିବାସୀ ଜିଲ୍ଲାରେ ଅଶାନ୍ତି ଦେଖାଦେଇଛି । ଭୂମି ବିବାଦକୁ ନେଇ ସୁନି ଓ ସିଆ ଜନଜାତିଙ୍କ ମଧ୍ୟରେ ସଂଘର୍ଷରେ ଏବେ ସୁଦ୍ଧା ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ରିପୋର୍ଟ ଅନୁସାରେ ସ୍ଥାନୀୟ ଜନଜାତି ଜିରଗାର ସହାୟତା ଓ ସମର୍ଥନରେ ଯୁଦ୍ଧରତ ଜନଜାତି ଗତ ସୋମବାର ଅସ୍ଥାୟୀ ଯୁଦ୍ଧ … Continue reading ପାକିସ୍ତାନରେ ସିଆ-ସୁନ୍ନି ବିବାଦ, ଗଲାଣି ୪୮ ଜୀବନ