40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଦାଢ଼ି ରଖିବାରୁ ଏସ‌ଆଇ ନିଲମ୍ବିତ

ଦାଢ଼ି ରଖିବାରୁ ଏସ‌ଆଇ ନିଲମ୍ବିତ

ନୂଆଦିଲ୍ଲୀ : ଦାଢ଼ି ରଖିବା ପଡିଲା ମହଙ୍ଗା । ବିନା ଅନୁମତିରେ ଦାଢ଼ି ରଖିବାରୁ ଜଣେ ପୋଲିସ ସବଇନ୍ସପେକ୍ଟରଙ୍କୁ ଚିକିରିରୁ ନିଲମ୍ବିତ କରାଯାଇଛି । ଏଭଳି ଘଟଣା ଉତ୍ତର ପ୍ରଦେଶ ବାଗପତ ରାମାଲା ଥାନାରେ ଘଟିଯାଇଛି । ଦାଢ଼ି ରଖିବାରୁ ପୋଲିସ ସବଇନ୍ସପେକ୍ଟର ଇନ୍ତସାର ଅଲିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

ତେବେ ଉତ୍ତର ପ୍ରଦେଶ ବାଗପତ ରାମାଲା ଥାନାରେ ନିୟୋଜିତ ପୁଲିସ ସବଇନ୍ସପେକ୍ଟର ଇନ୍ତସାର ଅଲିଙ୍କୁୁ ଦାଢିକାଟିବାକୁ ବହୁଥର କୁହାଯାଇଥିଲା। ମାତ୍ର ସେ ଏହାକୁ ହେୟଜ୍ଞାନ କରିଥିଲେ। ସେ ଅଧିକ୍ଷକଙ୍କ ଚେତାବନୀକୁ ଅଣଦେଖା କରି ଦାଢ଼ି ରଖିଥିଲେ। ଯେଉଁଥିପାଇଁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking