ଘୁଂଚିଲା ଏସଆଇ ପରୀକ୍ଷା, ପୁଣି ଥରେ ହେବ

ଭୁବନେଶ୍ୱର : ଓଡିଶା ପୋଲିସ ଏସଆଇ ପରୀକ୍ଷାରେ ବିଭ୍ରାଟ ନେଇ ଓପିଆରବିର ସୂଚନା । ସଫ୍ଟବ୍ୱେୟାର ସମସ୍ୟା ପାଇଁ ପରୀକ୍ଷା ଘୁଂଚିଲା କହିଲେ ଅଧ୍ୟକ୍ଷ । ଓପିଆରବି ଅଧ୍ୟକ୍ଷ ସୁଧାଂଶୁ ଷଡଙ୍ଗୀଙ୍କ ଟୁଇଟ ଜରିଆରେ ସୂଚନା । ପରୀକ୍ଷା ଘୁଂଚିଲା , ପୁଣି ଥରେ ପରୀକ୍ଷା କରାଯିବ । କାହାରିକୁ ପରୀକ୍ଷାରୁ ବଂଚିତ କରାଯିବ ନାହିଁ କହିଲେ ଅଧ୍ୟକ୍ଷ । କମ୍ପ୍ୟୁଟର ବେସଡ ଟେଷ୍ଟକୁ ନେଇ ବିଭ୍ରାଟ ଅଭିଯୋଗ । ପ୍ରଶ୍ନପତ୍ର ଡାଉନଲୋଡ ହୋଇପାରୁନଥିବାରୁ ପରୀକ୍ଷାର୍ଥୀଙ୍କ ଅଭିଯୋଗ … Continue reading ଘୁଂଚିଲା ଏସଆଇ ପରୀକ୍ଷା, ପୁଣି ଥରେ ହେବ