ଲଜ୍ଜା; ୧୨ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ରାଜଧାନୀ ଦିଲ୍ଲୀରେ ଗଣଦୁଷ୍କର୍ମ। ଜଣେ ୧୨ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ଜଣେ ମହିଳା ପ୍ରଲୋଭନ ଦେଖାଇ ଏକ ନିର୍ଜନ ସ୍ଥାନକୁ ନେବା ପରେ ଚାରି ଜଣ ଦୁଷ୍କର୍ମ କରିଛନ୍ତି। ଏଥିରେ ଜଣେ ପୁରୁଷ ଏବଂ ଅନ୍ୟ ତିନି ଜଣ ନାବାଳକ ଅଛନ୍ତି। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସର କହିବା ଅନୁସାରେ, ମୁଖ୍ୟ ଅଭିଯୁକ୍ତର ଦିଲ୍ଲୀ ସଦର ବଜାରର ଏକ ଚା ଦୋକାନ ଅଛି। … Continue reading ଲଜ୍ଜା; ୧୨ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ