39.2 C
Bhubaneswar
Thursday, April 18, 2024
Homeଓଡିଶାଝାରସୁଗୁଡାରେ ନୂଆଖାଇ ପାଇଁ ହଟିଲା ସଟ୍ ଡାଉନ୍

ଝାରସୁଗୁଡାରେ ନୂଆଖାଇ ପାଇଁ ହଟିଲା ସଟ୍ ଡାଉନ୍

ଭୁବନେଶ୍ଵର: ରାଜ୍ୟରେ ଏବେ ବହୁ ସଂଖ୍ୟକ କରୋନା  ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏନେଇ ଚାରିଆଡେ କଟକଣା ଲାଗୁ କରାଯାଇଛି। କିନ୍ତୁ ଏହାରି ମଧ୍ୟରେ ସମ୍ବଲପୁର ପରେ ଝାରସୁଗୁଡାରେ ନୂଆଖାଇ ପାଇଁ ସଟଡାଉନ୍ କୁ ହଟେଇ ଦିଆଯାଇଛି। ଏହାସହ ୨୨ ତାରିଖ ସଂଧ୍ୟା ୫ଟା ଯାଏଁ  ଦୋକାନ ବଜାର ଖୋଲା ରହିବ। ୨୩ ତାରିଖରେ ଦିନ ଗୋଟାଏ ଯାଏଁ କଟକଣା  କୋହଳ ହେବ।  ରାଜ୍ୟରେ ଏବେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହୁ ହୁ ହୋଇ ବଢ଼ି ଚାଲିଚି ଆକ୍ରାନ୍ତ ଙ୍କ ସଂଖ୍ୟା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking