32.1 C
Bhubaneswar
Tuesday, April 23, 2024
Homeଓଡିଶା୨ ଦିିନ ପାଇଁ ଭବାନୀପାଟଣା ସଟ୍‌ଡାଉନ୍

୨ ଦିିନ ପାଇଁ ଭବାନୀପାଟଣା ସଟ୍‌ଡାଉନ୍

ଭବାନୀପାଟଣା:   ଆଜି ଓ ଆସନ୍ତାକାଲି ଭବାନୀପାଟଣା ସହର ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା । ଗତକାଲି କଳାହାଣ୍ଡି ଜିଲ୍ଲାରେ ନୂଆ ୪୫ କରୋନା ଆକ୍ରନ୍ତ ଚିହ୍ନଟ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୫ କୁ ପହଁଞ୍ଚିଲା। ସେଥିମଧ୍ୟରୁ ୨୬୭ ଜଣ ଚିକିତ୍ସାଧୀନ ଅଛନ୍ତି। ୨୭୬ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ଜଣ କୋରନା ରୋଗୀଙ୍କ ମୃତ୍ୟୁ ହୋଇଛି।
ରାଜ୍ୟରେ ବଢି ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ତେଣୁ ସବୁ ଜିଲ୍ଲାରେ କରୋନା ମୁକାବିଲା କରିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି।ଆଜି ଓ କାଲି ୨ ଦିନ ପାଇଁ ସଟ୍‌ଡାଉନ ରଖିବାକୁ  ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହାସହ ଗାଡ଼ି ଚଳାଚଳ ଓ ସମସ୍ତ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦେଶ ଦିିଆଯାଇଛି। ପ୍ରଶାସନ ଘର ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବ ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking