ନୂଆଦିଲ୍ଲୀ: ଟେଷ୍ଟ ପରେ ଦିନିକିଆରେ ଶୁବମନ ଗିଲ୍ ନୂଆ ଅଧିନାୟକ ନିଯୁକ୍ତ ହେଲେ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଶୁବମନ ନେବେ ନେତୃତ୍ୱ । ଶ୍ରେୟସ ଆୟରଙ୍କୁ ଦଳର ଉପ-ଅଧିନାୟକ ନିଯୁକ୍ତ କରାଯାଇଛି। ରୋହିତଙ୍କ ଶର୍ମାଙ୍କ ସ୍ଥାନରେ ଶୁବମନ ନେବେ ନେତୃତ୍ୱ । ୨୦୨୭ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ବିସିସିଆଇର ବଡ ନିଷ୍ପତ୍ତି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦିନିକିଆ ଦଳ ଘୋଷଣା କରିଛି। ଶୁଭମନ ଗିଲଙ୍କୁ ଦଳର … Continue reading ଦିନିକିଆରେ ଶୁବମନ ଅଧିନାୟକ
Copy and paste this URL into your WordPress site to embed
Copy and paste this code into your site to embed