ଶୁଭୁନି ରେଡ଼ିଓ, ଦିଶୁ ନି ହାତ ଘଣ୍ଟା

ରାଉରକେଲା : ଦିନକୁ ଦିନ ଲୋକଙ୍କ ଜୀବନଶୈଳୀରେ ପରିବର୍ତନ ହେବା ସହ ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟାରେ ଢେର ଉନ୍ନତି ସାଧିତ ହେଉଛି । ଅତୀତରେ ଯେଉଁ ଇଲୋକଟ୍ରୋନିକ ଜିନିଷ ଗୁଡ଼ିକ ଦିନେ ନୂଆ ଥିଲା, ତାହା ଆଜି ହୋଇ ପଡ଼ିଛି ଅଲୋଡ଼ା! ଘରର କୋଣ ଅନୁକୋଣରେ ସେହି ସବୁ ଜିନିଷ କେବଳ ଏକ ଅବ୍ୟବହୃତ ଅବା ଅଦରକାରୀ ଦ୍ରବ୍ୟ ଭଳି ପଡ଼ି ରହିବା ଦେଖିବାକୁ ମିଳୁଛି । ନବେ ଦଶକରେ ପାଦ ଦେଇଥିବା ମୋବାଇଲ ସେତେବେଳେ … Continue reading ଶୁଭୁନି ରେଡ଼ିଓ, ଦିଶୁ ନି ହାତ ଘଣ୍ଟା