ଶୁଭଙ୍କର ମିଶ୍ରାଙ୍କ ବିବାଦୀୟ ଟିପ୍ପଣୀ; ପ୍ରେମୀଯୁଗଳ ଶ୍ରୀମନ୍ଦିର ଗଲେ ସେମାନଙ୍କ ପ୍ରେମ ସମ୍ପର୍କ ଭାଙ୍ଗିଯାଏ

ମୁମ୍ବାଇ: ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍‌ସର ଶୁଭଙ୍କର ମିଶ୍ରା, ପୁରୀ ଶ୍ରୀମନ୍ଦିରକୁ ନେଇ ବିବାଦୀୟ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଛି। ସେ ନିଜର ଏକ ପଡ୍‌କାଷ୍ଟ ଭିତ୍ତିକ କାର୍ଯ୍ୟକ୍ରମରେ ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସମ୍ପର୍କରେ କହିଛନ୍ତି ଯେ, ଯଦି ବିବାହ ପୂର୍ବରୁ ପ୍ରେମୀଯୁଗଳ ଭୁଲ୍‌ବଶତଃ ମଧ୍ୟ ଜଗନ୍ନାଥ ମନ୍ଦିରକୁ ଆସୁଛନ୍ତି ତେବେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ବା ସମ୍ପର୍କ ସବୁଦିନ ପାଇଁ ଭାଙ୍ଗିଯାଇଥାଏ। ଯାହାଫଳରେ ପ୍ରେମୀଯୁଗଳ ଭବିଷ୍ୟରେ କେବେବି ବିବାହ କରିପାରନ୍ତି ନାହିଁ। ଶୁଭଙ୍କର ନିଜର … Continue reading ଶୁଭଙ୍କର ମିଶ୍ରାଙ୍କ ବିବାଦୀୟ ଟିପ୍ପଣୀ; ପ୍ରେମୀଯୁଗଳ ଶ୍ରୀମନ୍ଦିର ଗଲେ ସେମାନଙ୍କ ପ୍ରେମ ସମ୍ପର୍କ ଭାଙ୍ଗିଯାଏ