26.1 C
Bhubaneswar
Wednesday, May 25, 2022
Homeଓଡିଶାଶ୍ରୀ ବିନାୟକ ୟୁଥ ଆସୋସିଏସନ ତରଫରୁ ୭୩ ତମ ଗଣତନ୍ତ୍ର ଦିବସ ପାଳନ

ଶ୍ରୀ ବିନାୟକ ୟୁଥ ଆସୋସିଏସନ ତରଫରୁ ୭୩ ତମ ଗଣତନ୍ତ୍ର ଦିବସ ପାଳନ

ଭୁବନେଶ୍ବର ମହାନଗର ନିଗମ ନୟାପଲ୍ଲୀ ଅଞ୍ଚଳର ଅଗ୍ରଣୀ ଯୁବ ସଂଗଠନ ଶ୍ରୀ ବିନାୟକ ୟୁଥ ଆସୋସିଏସନ ତରଫରୁ ୭୩ ତମ ଗଣତନ୍ତ୍ର ଦିବସ ସ୍ଥାନୀୟ ନୂଆସାହିର ପୋଷ୍ଟ ଅଫିସ ଛକରେ ଆସୋସିଏସନର ସଭାପତି ଦେବବ୍ରତ ମହାନ୍ତିଙ୍କ ପୌରହିତରେ ପାଳନ କରାଯାଇଛି.ଆସୋସିଏସନର ମୁଖ୍ଯ ଉପଦେଷ୍ଟା ଦିଲ୍ଲିପ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସାଂଗଠନିକ ସମ୍ପାଦକ ବାଦଲ ପରିଡ଼ା ପରିଚାଳନା କରି ଅତିଥିମାନଙ୍କୁ ସ୍ଵାଗତ ଜଣାଇ ସମ୍ବର୍ଦ୍ଧିତ କରିଥୀଲେ.ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ, ନାରିନେତ୍ରୀ ଶ୍ରୀମତୀ ରଶ୍ମୀ ମହାପାତ୍ର ମୁଖ୍ଯ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥୀଲେ.ଯୁବ ନେତା ସଂଙ୍କୁନା ଙ୍କହର, ଓଡିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର ସାଧାରଣ ସମ୍ପାଦିକା ମୁନି ଥାପା ,ପ୍ରଦେଶ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ସାଗର ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଥୀଲେ. ଆସୋସିଏସନର ସଂଯୋଜକ ସନ୍ତୋଷ ଦାସ ଓ ବିକାଶ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଉପସ୍ଥିତ ସମସ୍ତ ଛୋଟ ପିଲାମାନଙ୍କୁ ମାସ୍କ ଏବଂ ମିଷ୍ଟାନ୍ନ ପ୍ରଦାନ କରାଯାଇଥୀଲା. ସନ୍ତୋଷ କୁମାର ସାହୁ,ଜିବନ କୁମାର ଦାସ, ବିଶ୍ବଜିତ ବଳବନ୍ତରାୟ,ଆଶିଷ ଦାସ,ମିଲନ ଘଡ଼େଇ, ସ୍ବୟମ ପ୍ରକାଶ ଶର୍ମା,ରୋହିତ ବେହେରା,ଶୁଭମ ସାହୁ,ସୁନିଲ ସାହୁଙ୍କ ସମେତ ସମସ୍ତ ସଦସ୍ୟଗଣ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥୀଲେ ବୋଲି ଆସୋସିଏସନର ବାର୍ତ୍ତା ସଂଯୋଜକ ବିଶ୍ବଜିତ ସାହୁ ଜଣାଇଛନ୍ତି.

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking