କଟକ: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ, କଟକର ନୂଆବଜାର ଅଞ୍ଚଳରେ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ ନେଇ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଗୁଳି କରିଛନ୍ତି ବୋଲି ନିର୍ଭରଯୋଗ୍ୟ ରିପୋର୍ଟରୁ ଜଣାପଡିଛି। ଗୁଳି ମାଡ଼ ହୋଇଥିବା ଯୁବକ ଜଣକ ମଧୁପାଟଣା ଥାନା ସୀମା ଅନ୍ତର୍ଗତ ଖପୁରିଆ ଅଞ୍ଚଳର ସଞ୍ଜୟ ତରାଇ ବୋଲି ଚିହ୍ନଟ କରାଯାଇଛି। ଗୁଳିବିନିମୟରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ବ୍ୟତୀତ ଏହା … Continue reading କଟକରେ ଗୁଳିମାଡ: ଯୁବକ ଗୁରୁତର
Copy and paste this URL into your WordPress site to embed
Copy and paste this code into your site to embed