କେନ୍ଦୁଝର ବଡ଼ବିଲରେ ଫୁଟିଲା ଗୁଳି :ଜଣେ ମୃତ
କେନ୍ଦୁଝର: କେନ୍ଦୁଝର ବଡ଼ବିଲରେ ପୁଣି ଫୁଟିଲା ଗୁଳି । ଜଣେ OMDC କର୍ମଚାରୀଙ୍କୁ ଗୁଳିକରି ହତ୍ୟା । ମୃତକ ବଡ଼ବିଲ ଦଲକି ବସ୍ତିର ଦୁଃଶାସନ ବାରିକ ବୋଲି ଜଣାପଡ଼ିଛି । କିଏ ଓ କାହିଁକି ତାଙ୍କୁ ଗୁଳି କରିଛି ସେନେଇ ବଡ଼ବିଲ ପୋଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ ଚଳାଇଛନ୍ତି । ପାରିପାର୍ଶ୍ୱକ ସ୍ଥିତିରୁ ତାଙ୍କୁ କେହି ମୁଣ୍ଡକୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ୁଛି । ଶନିବାର ସକାଳେ ତାଙ୍କର ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଛି … Continue reading କେନ୍ଦୁଝର ବଡ଼ବିଲରେ ଫୁଟିଲା ଗୁଳି :ଜଣେ ମୃତ
Copy and paste this URL into your WordPress site to embed
Copy and paste this code into your site to embed