କଟକରେ ଫୁଟିଲା ଗୁଳି: ଯୁବକ ମୃତ

କଟକ: କଟକରେ ଫୁଟିଲା ଗୁଳି । ସାଙ୍ଗମାନେ ମିଶି ଭୋଜି କଲା ବେଳେ ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଫାୟାରିଂ । କଟକର ମଧୁପାଟଣା ଥାନା ନୂଆପଡା ପ୍ରେସ କଲୋନୀରେ ଫାୟାରିଂ ହୋଇଛି । ମୃତ ଯୁବକ ହେଲେ ସୌମ୍ୟ ରଞ୍ଜନ ଜେନା । ସୂଚନା ଅନୁସାରେ ଆଜି ନୂଆପଡା ପ୍ରେସ କଲୋନୀରେ ସାଙ୍ଗମାନେ ମିଶି ଭୋଜି କଲା ବେଳେ ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଫାୟାରିଂ ହୋଇଛି। ଫାୟାରିଂ ବେଳେ ଗୁଳି ଯୁବକଙ୍କ ଛାତିରେ ବାଜିଥିଲା । ପରେ … Continue reading କଟକରେ ଫୁଟିଲା ଗୁଳି: ଯୁବକ ମୃତ